Zwigato on 17th March ଶୁଭେନ୍ଦ୍ର କୁମାର ମହାପାତ୍ର ଭୁବନେଶ୍ବର ଅନେକ ଦିନର ବ୍ୟବଧାନ ପରେ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ୍ କରିଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆପଲାଉଜ୍ ଏଣ୍ଟରଟେନମେଣ୍ଟ ଦ୍ଵାରା ନିର୍ମିତ ଆଗାମୀ ଫିଲ୍ମ ‘ଜ୍ବିଗାଟୋ’ ଜରିଆରେ କପିଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିକଟରେ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସାମିଲ କରାଯାଇଥିଲା। ଏବେ ଏହି ଫିଲ୍ମର[…]
‘ପ୍ରତିଶୋଧ’ ରେ ଏଲିନାଙ୍କ ନୂଆ ଅବତାର ।
ଶୁଭେନ୍ଦ୍ର କୁମାର ମହାପାତ୍ର ଭୁବନେଶ୍ବର ଜୀବନରେ ଅନେକ ବାଧାବିଘ୍ନକୁ ସାମନା କରିଥିବା ଗୋଟେ ସାଧାରଣ ଝିଅ ସମୟ ଆସିଲେ କିପରି ପ୍ରତିଶୋଧ ନେଉଛି ତାକୁ’ହିଁ ନେଇ ତିଆରି ହୋଇଛି ନୂଆ ଓଡିଆ ସିନେମା ‘ପ୍ରତିଶୋଧ ‘ ର କାହାଣୀ । ଖାସ୍ କଥା ହେଲା ଏହି ସିନେମାରେ ଦର୍ଶକ ଏଲିନାଙ୍କୁ ଏକ ଆକ୍ସନ ଭୂମିକାରେ ଦେଖିବାକୁ ପାଇବେ । ଓଲିଉଡକୁ ଅନେକ ହିଟ୍ ସିନେମା ଦେଇଥିବା ଏଲିନା ଏଥିରେ ମଧ୍ଯ[…]
‘ବାପା ସୁପରମ୍ୟାନ’ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର
Bapa superman ଶୁଭେନ୍ଦ୍ର କୁମାର ମହାପାତ୍ର , ଭୁବନେଶ୍ବର ପିଲାମାନଙ୍କୁ ଲାଳନ ପାଳନ କରି ବଡ଼ କରିବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ଆଉ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବାରେ ମା’-ବାପାଙ୍କ ଭୂମିକା କେତେଯେ ଥାଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ବେଳେବେଳେ ଏକୁଟିଆ ଜଣେ ବାପା ହିଁ ଏସବୁ ଦାୟିତ୍ୱ ନେଇ ପିଲାମାନଙ୍କୁ ପ୍ରତିଷ୍ଠିତ କରାନ୍ତି ଆଉ ପିଲାମାନଙ୍କ ପାଖରେ ସୁପରମ୍ୟାନ ପାଲଟି ଯାଆନ୍ତି। ଏମିତି ଏକ କାହାଣୀରେ[…]
ଜାନୁୟାରୀ ଶେଷ ସପ୍ତାହରେ ରିଲିଜ ହେବ ‘ମାମା ୱେଡସ ପାପା’।
Mama weds Papa ଶୁଭେନ୍ଦ୍ର କୁମାର ମହାପାତ୍ର , ଭୁବନେଶ୍ବର । ସାଧାରଣତଃ ମା’-ବାପାମାନେ ସେମାନଙ୍କ ପିଲାମାନଙ୍କର ବିବାହ କରେଇଥାଆନ୍ତି । କିନ୍ତୁ ପିଲାମାନେ ଯେ, ମା’ – ବାପାଙ୍କ ବାହାଘର କରୁଛନ୍ତି ଏକଥା ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହଁ, ଏକଥା ରିଅଲ ଲାଇଫ୍ ରେ ନୁହେଁ ବରଂ ରିଲ୍ ଲାଇଫ୍ ରେ ଘଟିବାକୁ ଯାଉଛି । ଏମିତି ଏକ ଭିନ୍ନ କାହାଣୀକୁ ନେଇ ପ୍ରଯୋଜକ ବି. ଚନ୍ଦ୍ରପ୍ରିୟ[…]
ଆସୁଛି ‘ହାତକଡି’
Hatakadi ଶୁଭେନ୍ଦ୍ର କୁମାର ମହାପାତ୍ର, ଭୁବନେଶ୍ବର । ସାଧାରଣତଃ ଅସାମାଜିକମାନଙ୍କୁ ବାନ୍ଧିବା ପାଇଁ ଦରକାର ପଡିଥାଏ ହାତକଡି ର। ହେଲେ, ସେଇ ହାତକଡି ଯଦି ପ୍ରେମୀଯୁଗଳଙ୍କ ହାତରେ ପଡେ ତାହାଲେ କ’ଣ ହବ। ଏମିତି ଏକ କାହାଣୀକୁ ନେଇ ତିଆରି ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର’ ହାତକଡି ‘। ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଆର. ଆର. ଇଭେଣ୍ଟସ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ[…]
ନୂଆ ବର୍ଷରେ ନୂଆ ଓଡିଆ ସିନେମା ‘ତୋର ମୋର କଟି’
ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର Tora Mora Kati ନୂଆ ବର୍ଷରେ ନୂଆ କାହାଣୀ ଆଉ ଢେର ସାରା ମନୋରଞ୍ଜନ ସହ ଝିଲିକ ମୋସନ ପିକ୍ଚର୍ସ ଦର୍ଶକଙ୍କୁ ଭେଟିଦେବ ତାର ତୃତୀୟ ସିନେମା ‘ତୋର ମୋର କଟି’। ଏହି ସିନେମାର ଅଡିଓ ‘ଆମର’ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ରିଲିଜ ହୋଇ ବେଶ୍ ଦର୍ଶକାଦୃତ ହୋଇଛି। ସିନେମାଟିର ପ୍ରଯୋଜନା କରିଛନ୍ତି ଅଭିନୟରୁ ପ୍ରଯୋଜିକା ସାଜିଥିବା ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ।[…]
ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର ପୌଷ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶୁଭାରମ୍ଭ ହୋଇଛି ବରଗଡର ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ମହୋତ୍ସବ ‘ଧନୁଯାତ୍ରା’। ଏଥର ବରଗଡ଼ ଧନୁଯାତ୍ରାକୁ ପୂରିଛି ୭୫ବର୍ଷ। ଏହି ଅବସରରେ ବରଗଡ଼ ଧନୁଯାତ୍ରା ପାଳନ କରୁଛି ତାହାର ହୀରକ ଜୟନ୍ତୀ ମହୋତ୍ସବ। ମହୋତ୍ସବକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ ସହ ଅନ୍ୟ[…]

ଡିସେମ୍ବର ୩୦ ରେ ‘ବୋଉ ର ହାତ ବାକ୍ସ’
ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର ୨୦୨୨ ଡିସେମ୍ବର ରେ ରିଲିଜ ହେବାକୁ ଯାଉଛି ନୂଆ ଓଡିଆ ସିନେମା ‘ବୋଉ ର ହାତ ବାକ୍ସ’। ସିନେମାର କାହାଣୀଟି ଗାଁ’ରେ ରହୁଥିବା ଗୋଟେ ପରିବାର ଓ ସହରରେ ରହୁଥିବା ସେହି ପରିବାରର ପୁଅକୁ ନେଇ ନିର୍ମିତ। ଗାଁ ଠାରୁ ଅନେକ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ମା’ର ନିସ୍ୱାର୍ଥପର ଭଲପାଇବା ଆଉ ଅନାବିଳ ସ୍ନେହକୁ ଏହି ସିନେମାରେ ଦର୍ଶକ ଦେଖିବାକୁ[…]