ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର ହିନ୍ଦୀ ଫିଲ୍ମ ‘ଜି ଲେ ଜରା’ ଜରିଆରେ ବଲିଉଡକୁ ପୁଣି ଥରେ କମ୍ ବ୍ୟାକ୍ କରୁଛନ୍ତି ପୂର୍ବତନ ବିଶ୍ଵ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା । ଜୋୟା ଅଖତରଙ୍କ ଏହି ‘ଜି ଲେ ଜରା’ ଫିଲ୍ମ କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ପ୍ରିୟଙ୍କା। ଯେତେବେଳେ ଏହି ଫିଲ୍ମର ଅଫର ତାଙ୍କୁ ଦିଆଗଲା ସେ କିଛି ସମୟ ଚିନ୍ତା କରିବା ପରେ ହଁ କହିଥିଲେ। ଏ[…]
ଆସୁଛି ଅନୁଭବଙ୍କ ନୂଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’
ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର ଆସନ୍ତାବର୍ଷ ପରଦା ଉପରକୁ ଆସିବାକୁ ଯାଉଛି ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆ ଓଡିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’। ଖାସ୍ କଥା ହେଲା ଏହି ଚଳଚ୍ଚିତ୍ର ଜରିଆରେ ପୁଣି ଥରେ ବଡ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ ଏବଂ ଜେ. ବର୍ଖା। ଏହି ଚଳଚ୍ଚିତ୍ରର କାହାଣୀ ରଚନା[…]
ଆସୁଛି ନୂଆ ଓଡିଆ ଚଳଚିତ୍ର ‘କଫି ଶପ୍’
ଶୁଭେନ୍ଦ୍ର କୁମାର ମହାପାତ୍ର, ଭୂବନେଶ୍ବର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡିଆ ଚଳଚ୍ଚିତ୍ର ‘କଫି ଶପ୍’। ଗୋଟେ କଫି ଶପ୍ ରେ କଫି ପିଇଲା ବେଳେ ଦୁହେଁ ଦୁହିଁଙ୍କ ସହ ଦେଖା ହୁଅନ୍ତି, ଆଉ ସେଇ ପ୍ରଥମ ଦେଖାରୁ ହିଁ ଆରମ୍ଭ ହୁଏ ଲଭ୍। ଆଉ ତା’ ପରେ ଏହି ଲଭ୍ ଷ୍ଟୋରୀ କେମିତି[…]
ହରି ଙ୍କ ୧୦୦ ତମ ଚଳଚ୍ଚିତ୍ର
ରିଲିଜ୍ ହେବାକୁ ଯାଉଛି ‘ହରିହର ମହାପାତ୍ର’ ଓରଫ ହରି ଭାଇ ଙ୍କ ଓଡ଼ିଆ ସିନେମା ‘ଧୋ ରେ ବାଇଆ ଧୋ’।ଏହି ଫିଲ୍ମ ରେ ହରି ଭାଇ ଙ୍କୁ ପୁଣି ଥରେ ଏକ ନୂତନ ଭୂମିକା ଓ ରଙ୍ଗ ଭଙ୍ଗି ରେ ଦେଖିବାକୁ ମିଳିବ।ଏହା ପୂର୍ବରୁ ତାଙ୍କ ଦ୍ଵାରା ଅଭିନୀତ ସୁପରହିଟ ଫିଲ୍ମ ରୁମକୁ ଝୁମାନା ଯାହା ତାପସ ସରଘରିଆ ଙ୍କ ଦ୍ଵାରା ନିର୍ଦ୍ଦେଶିତ।ଯେଉଁଥିରେ ହରିହର ମହାପାତ୍ର ନିଜକୁ ଜଣେ ଅଲରାଉଣ୍ଡର[…]
କିନ୍ନର ବେଶରେ ନୱାଜୁଦ୍ଧିନ
ବଲିଉଡ ଅଭିନେତା ନୱାଜୁଦ୍ଧିନ ସିଦ୍ଦିକି ଙ୍କ ର ଆଗାମୀ ଫିଲ୍ମ “ହଡ଼ି” ଆସୁଅଛି ।ଅଭିନେତା ନୱାଜୁଦ୍ଧିନ ସିଦ୍ଦିକି ଇନ୍ଷ୍ଟଗ୍ରାମ ରେ ଶନିବାର ଦିନ ତାଙ୍କ ଆଗାମୀ ଚଳଚ୍ଚିତ୍ର “ହଡ଼ି” ରୁ ତାଙ୍କ ନୂଆ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ସେ ଜଣେ କିନ୍ନର ବେଶରେ ନଜର ଆସିଛନ୍ତି।ଏହି ଲୁକ ପାଇଁ ନୱାଜୁଦ୍ଧିନ ଦର୍ଶକ ଙ୍କ ପ୍ରଶଂସା ସାଉଁଟି ଥିବା ବେଳେ ଜଣେ ପ୍ରଶଂସକ ତାଙ୍କୁ ଓସ୍କାର ପାଇବାକୁ ଉପଯୁକ୍ତ ବୋଲି[…]

୨୫ ରୁ ପଥ ଉତ୍ସବ
ପଥ ଉତ୍ସବ ପାଇଁ ଝୁମିବ ରାଜଧାନୀ ଭୁବେଶ୍ବର। କରୋନା ମହାମାରୀ ପାଇଁ ବନ୍ଦ ଥିବା ପଥ ଉତ୍ସବ ଦୀର୍ଘ ୩ ବର୍ଷ ପରେ ପୁଣି ଆରମ୍ଭ ହେବ। ରାଜରାସ୍ତା ଉପରେ ନାଚ ଗୀତ, ସାଇକେଲିଂ, ସ୍କେଟିଂ, ଜୁମ୍ବା ର ମହୋଲ ରେ ରାଜଧାନୀ ଉଠିବ ପଡିବ ।ଆସନ୍ତା ୨୫ ତାରିଖ ବା ବଡଦିନ ରୁ ଏହା ଆରମ୍ଭ କରିବାକୁ ନିଷ୍ପତି ନେଇଛି ବିଏମସି।ଗତ ୧୫ ତାରିଖ ଅପରାହ୍ନ ରେ ରାଜ୍ୟ[…]

କାହାଣୀ ମହୋତ୍ସବ ‘ଭୂ-ଫେଷ୍ଟୋ’ ଜାନୁୟାରୀ ରେ
ଶୁଭେନ୍ଦ୍ର କୁମାର ମହାପାତ୍ର , ଭୂବନେଶ୍ବର ହକି ବିଶ୍ଵକପ ଲାଗି ଆସନ୍ତା ଜାନୁୟାରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଯାଉଛି ଦ୍ଵିତୀୟ କାହାଣୀ ମହୋତ୍ସବ ‘ଭୂ-ଫେଷ୍ଟୋ’ । ଏଥିରେ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାହାଣୀକାର ମାନେ ହିଁ କାହାଣୀ କହିବେ, ତା ସହ କାହାଣୀ ଶୁଣୁଥିବା ଲୋକମାନେ ବି କାହାଣୀ କହିବାର ସୁଯୋଗ ପାଇବେ। ଏହା ପ୍ରତିଦିନ ଅପରାହ୍ନ ସାଢେ ୨ଟାରୁ[…]

ଶୁଭମୁକ୍ତି କଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍’
ଶୁଭେନ୍ଦ୍ର କୁମାର ମହାପାତ୍ର , ଭୁବନେଶ୍ଵର ଫ୍ରାଇଡ଼େ ରିଲିଜ୍ ଅବସରରେ ଗତକାଲି ଶୁଭମୁକ୍ତି କରିଛି ଓଡ଼ିଆ ଚଳଚ୍ଚିତ୍ର ‘ ପ୍ରସ୍ଥାନମ୍’ । ସାରା ଓଡିଶାରେ ୩୦ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିଥିବା ବେଳେ ସନ୍ଧ୍ୟା ୬ଟାରେ ଭୁବନେଶ୍ବର ସିନେପଲିସ୍ ରେ ଏହାର ପ୍ରିମିୟର ହୋଇଥିଲା । ରେନଡ୍ରପ ପିକଚର ଓ ଏସ୍ ଏସ୍ କ୍ରିଏଟିଭ ଫିଲ୍ମ ର ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ[…]

ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ର ହେବ ହିନ୍ଦୀ ରିମେକ
ଶୁଭେନ୍ଦ୍ର କୁମାର ମହାପାତ୍ର ଭୁବନେଶ୍ଵର ଗୋଆ ଠାରେ ଚାଲିଥିବା ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ କୁ ଦେଖିବାପରେ ଭାବବିହ୍ବଳ ହୋଇପଡ଼ିଲେ ବଲିଉଡ ଅଭିନେତା ଅନୁପମ ଖେର । ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ କରିବା ସହ ପ୍ରଯୋଜନା ଭାର ନିଜେ ବହନ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟିରେ ସେ ନିଜେ ବାପା ଭୂମିକାରେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ[…]

ଅନ୍ତର୍ଜାତୀୟ ମହୋତ୍ସବ ରେ ଓଡ଼ିଆ ଚଳଚ୍ଚିତ୍ର “ଡାଲଚିନି” ପୁରସ୍କୃତ
Pratiksha Jena, Bhubaneswar ଗତ ୧୨ ଓ ୧୩ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ପ୍ରଥମ ନର୍ଥଇଷ୍ଟ ଇଣ୍ଡିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ରେ ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ପୁରସ୍କୃତ। ନାଗାଲାଣ୍ଡ ର ଦିନାପୁର ରେ ଏନଏଫ୍ ଡିସି ,ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନୋଡାଲ ଡିପାର୍ଟମେଣ୍ଟ ଫର୍ ଫିଲ୍ମ ନାଗାଲାଣ୍ଡ ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ସଫଳତା ର ଶୀର୍ଷ ଛୁଇଁଥିଲା।[…]