ଗତ କାଲି (୨୭/୧୨) ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ପର୍ଯ୍ୟବେଶିତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ଉତ୍ସବ ର ଦ୍ୱିତୀୟ ଦିବସ ଥିଲା।ମଞ୍ଚ ଉପରେ ଓଡିଶୀ ନୃତ୍ୟ ଶିଳ୍ପୀମାନେ ‘ ଜୟ ଭଗବତୀ ଦେବୀ ନମୋ ବରଦେ ‘ ‘ ପ୍ରାଣ ସଙ୍ଗିନୀ ‘ ‘ ମଲ୍ଲି ମାଳ ଶ୍ୟାମ କୁ ଦେବୀ[…]